ଦ୍ରବେଇବା Drabeibā

  • ଦେ. କ୍ରି. (ସଂ. ଦ୍ରୁ ଧାତୁ ଣିଜନ୍ତ ଦ୍ରବି ଧାତୁ) — ଦ୍ରବିବା କ୍ରିୟାର ଣିଜନ୍ତ ରୂପ — The causative form of Drabibā
  • ଦେ. କ୍ରି. (ସଂ. ଦ୍ରୁ ଧାତୁ ଣିଜନ୍ତ ଦ୍ରବି ଧାତୁ) — ତରଳାଇବା — To melt
  • ଦେ. କ୍ରି. (ସଂ. ଦ୍ରୁ ଧାତୁ ଣିଜନ୍ତ ଦ୍ରବି ଧାତୁ) — ନରମ କରିବା — To soften