ଦ୍ରବୀଭୂତ Drabībhūta
- ସଂ. ବିଣ. (ଦ୍ରବ+ଅଭୂତ ତଦ୍ଭାବେ ଚ୍ୱି+ଭୂତ) — ତରଳିତ — Melted; molten
- ସଂ. ବିଣ. (ଦ୍ରବ+ଅଭୂତ ତଦ୍ଭାବେ ଚ୍ୱି+ଭୂତ) — ନରମ କରାଯାଇଥିବା — Softened
- ସଂ. ବିଣ. (ଦ୍ରବ+ଅଭୂତ ତଦ୍ଭାବେ ଚ୍ୱି+ଭୂତ) — ଅନୁତପ୍ତ — Grieved; repenting
- ସଂ. ବିଣ. (ଦ୍ରବ+ଅଭୂତ ତଦ୍ଭାବେ ଚ୍ୱି+ଭୂତ) — ମିଳାଇ ଯାଇଥିବା — Dissolved
- ସଂ. ବିଣ. (ଦ୍ରବ+ଅଭୂତ ତଦ୍ଭାବେ ଚ୍ୱି+ଭୂତ) — ପାଣିରେ ପରିଣତ ହୋଇଥିବା — Liquefied