ଦ୍ରବିବା Drabibā

  • ଦେ. କ୍ରି (ସଂ. ଦ୍ରୂ ଧାତୁ) — ଗଳିତ ହେବା; ତରଳିବା — To melt
  • ଦେ. କ୍ରି (ସଂ. ଦ୍ରୂ ଧାତୁ) — ସ୍ନେହେ ଦ୍ରବି ବହିଗଲା ବାରିଦେରେ । କବିସୂର୍ଯ୍ୟ. ସଙ୍ଗୀତ ।
  • ଦେ. କ୍ରି (ସଂ. ଦ୍ରୂ ଧାତୁ) — ମିଳାଇ ଯିବା — To be dissolved
  • ଦେ. କ୍ରି (ସଂ. ଦ୍ରୂ ଧାତୁ) — ନରମ ହେବା — To be softened
  • ଦେ. କ୍ରି (ସଂ. ଦ୍ରୂ ଧାତୁ) — (ଲକ୍ଷଣାର୍ଥ) ଦୟାର୍ଦ୍ରହେବା — To melt with pity
  • ଦେ. କ୍ରି (ସଂ. ଦ୍ରୂ ଧାତୁ) — କରୁଣା ଉପୁଜିଣ ଦ୍ରବିବ ମନ । ରାଥାନାଥ. ମେଘଦୂତ ।