ଦୋଘେଇ Doghei

  • ଦେ. ବି — ବିଷମ ସମସ୍ୟା; ଦେଗଧା; ଧନ୍ଦା — Dilemma
  • ଦେ. ବି — ଦୁଇଟି ନଈଧାର ପରସ୍ପରକୁ କାଟିବା — 3. The crossing of two streams (Howells)
  • ଦେ. ବି — ଦୁଇ ପକ୍ଷ ମଧ୍ୟରେ ବିବାଦ — Contention or disputation between two parties (Howells)
  • ବିଣ. (ସଂ. ଦ୍ୱି ଓ ବିବାହିତ) — ଦ୍ୱିତୀୟଥର ବିବାହିତ ପୁରୁଷ; ଦୋବେଇ — Remarried (widower)