ଦୋଚିହ୍ନା Dochihnā

  • ଦେ. ବି — ଚିହ୍ନି ନ ଚିହ୍ନିବା; ଚିହ୍ନିଥିବା ବ୍ଯକ୍ତିକୁ ପରେ ଚିହ୍ନି ନ ପାରିବା — Failure to identify a person who was once known to you
  • ଦେ. ବି — ସୁଦେବ ଦୋଚିହ୍ନା କରି ପୁଣ ପୁଣ ଅନୁସରି ପଚାରିଲେ ମାୟେ କିସ ନାମ ତୁମ୍ଭରି—ପ୍ରାଚୀ. ନଳଚରିତ।