ଦୋଘରା Dogharā
- ଦେ. ବି. (ସଂ. ଦ୍ୱି ଓ ଗୃହ) — ଏକସ୍ଥାନରେ ବାସ ଗୃହ ଥାଇ ସୁଦ୍ଧା ଅନ୍ୟସ୍ଥାନରେ କରାଯିବା ଦ୍ୱିତୀୟ ବାସଗୃହ — Additional residential quarters raised at a second site
- ଦେ. ବି. (ସଂ. ଦ୍ୱି ଓ ଗୃହ) — ଦୁଇ ସ୍ଥାନରେ କରାଯିବା ବାସଗୃହ — Double residential quarters
- ଦେ. ବି. (ସଂ. ଦ୍ୱି ଓ ଗୃହ) — କଳି ନ ଥିଲେ ଦି ମାଇପ କର ଭାତ ନ ସରିଲେ ଦୋଘରା କର—ଢଗ।