ଦୋଚାରିଣୀ Dochāriṇī

  • ଦେ. ବି. ସ୍ତ୍ରୀ. (ସଂ. ଦ୍ୱି ଚାରିଣୀ) — କୁଳଟା; ବିଟପୀ — Adulteress
  • ଦେ. ବି. ସ୍ତ୍ରୀ. (ସଂ. ଦ୍ୱି ଚାରିଣୀ) — କୁଳଟା ହୋଇ ଦୋଚାରିଣୀ ଅସତୀପଣେ ସାହସିନୀ—ଜଗନ୍ନାଥ. ଭାଗବତ।