ଦୋଗ୍ଧ୍ରୀ Dogdhrī

  • ସଂ. ବିଣ. ସ୍ତ୍ରୀ. (ଦୁହ୍+କର୍ତ୍ତୃ. ତୃ+ସ୍ତ୍ରୀ. ଈ) — ଦୋହନଶୀଳା — Given to milking (female)
  • ବି. ସ୍ତ୍ରୀ — ଦୁଗ୍ଧବତୀ ଗାଭୀ — A milch-cow
  • ବି. ସ୍ତ୍ରୀ — ଗାଈ ଦୁହାଳୀ ସ୍ତ୍ରୀ — A woman who milks
  • ବି. ସ୍ତ୍ରୀ — ଗଉଡ଼ୁଣୀ — A milkmaid