ଦୋଗଧା Dogadhā
- ଗ୍ରା. ବି (ସଂ. ଦ୍ୱିଧା) — ସନ୍ଦେହ — Doubt
- ଗ୍ରା. ବି (ସଂ. ଦ୍ୱିଧା) — ଧନ୍ଦା; ବିଷମ ସମସ୍ୟା — Dilemma
- ଗ୍ରା. ବି (ସଂ. ଦ୍ୱିଧା) — ଦୁଇ ବସ୍ତୁ ବା ବିଷୟ ମଧ୍ୟରୁ କାହାକୁ ନେବାକୁ ବା ଅବଲମ୍ବନ କରିବାକୁ ହେବ ଏ ସମ୍ବନ୍ଧେ ଅନିଶ୍ଚୟ; ମନର ଅସ୍ଥିରତା; ସାତପାଞ୍ଚ କରିବା; ଦୋଦୋପାଞ୍ଚ — Unsettled condition of the mind as to accept which one of the two things present before a person; wavering state of mind; vacillation; hesitancy
- ଗ୍ରା. ବି (ସଂ. ଦ୍ୱିଧା) — ଆଶଙ୍କା — Apprehension
- ବିଣ — ସନ୍ଦେହଯୁକ୍ତ — Doubtful
- ବିଣ — ଦୋଦୋପାଞ୍ଚ — Hesitating