ଦୋକାନଦାର୍ Dokānadār

  • ବୈଦେ. ବି. (ଫା. ଦୁକାନ୍ଦାର୍) — ଦୋକାନର ସ୍ୱାମୀ; ଦୋକାନୀ — The owner of a shop
  • ବୈଦେ. ବି. (ଫା. ଦୁକାନ୍ଦାର୍) — ଯେଉଁ ବ୍ଯକ୍ତି ଦୋକାନରେ ବସି ବିକାକିଣା କରେ — Shopkeeper