ଦୋଖୁଣ୍ଟିଆ Dokhuṇṭiā

  • ଦେ. ବିଣ — ଯେଉଁ ଧାନ ଗଛର ଅଗରୁ ଧାନକେଣ୍ଡାଯାକ କଟା ହୋଇଯିବା ପରେ ମୂଳରୁ ଶୁଖି ଯାଇଥିବା ଛଣ କଟା ହୁଏ — (Paddy plants) From which the stems are cut separately (for the purpose of straw) after the sheaves of corn are cut away