ଦୋକନା Dokanā

  • ଦେ. ବି (ସଂ. ଦ୍ୱି+କର୍ଣ୍ଣ) — ଏକ ପ୍ରକାର ଅସ୍ତ୍ର — A kind of forked weapon
  • ଦେ. ବି (ସଂ. ଦ୍ୱି+କର୍ଣ୍ଣ) — ଅଗ୍ର ଭାଗରେ ଦୁଇ ଶାଖା ଥିବା ଯଷ୍ଟି — A forked stick
  • ଦେ. ବି (ସଂ. ଦ୍ୱି+କର୍ଣ୍ଣ) — [ଦ୍ର—କଣ୍ଟା ଗୋଛାକୁ ଆୟତ୍ତ କରି ବାନ୍ଧିବା ପାଇଁ ଓ କଣ୍ଟା ଗଛର ଡାଳ ଆଦିକୁ ବାଡ଼ରେ ପୋତି ଲଗାଇବା ପାଇଁ ଏହା ବ୍ଯବହୃତ ହୁଏ।]
  • ଦେ. ବି (ସଂ. ଦ୍ୱି+କର୍ଣ୍ଣ) — ଦୁଇ ଶାଖା ବିଶିଷ୍ଟ ମସାଲ — A forked torch
  • ବିଣ — ଦୁଇ ଶାଖା ବିଶିଷ୍ଟ — Forked; biforked