ଦୋକତା Dokatā

  • ପ୍ରାଦେ. ବି (ବାଲେଶ୍ୱର) — ଶୁଖିଲା ତମାଖୁ ପତ୍ର — Dried tobacco leaves; dry tabacco leaves
  • ପ୍ରାଦେ. ବି (ବାଲେଶ୍ୱର) — ମହାଜନେ ବୋଲନ୍ତି ଦୋକ୍ତା କାରବାର ଆଉ ଗୋଖର ସାପ ଖେଳାଇବା ଏକ କଥା। ଫକୀରମୋହନ. ଗଳ୍ପସ୍ୱଳ୍ପ।