ଦୋଓଡ଼େଇବା Do-oṟḍ̠eibā

  • ଦେ. କ୍ରି — କୌଣସି ପଦାର୍ଥକୁ (ଲୁଗା ଆଦିକୁ) ଦୁଇ ଭାଙ୍ଗୁଣିଆ କରିବା — To fold a thing double
  • ଦେ. କ୍ରି — ଦୁଇଥର ଚାଷ କରିବା — To plough twice
  • ଦେ. କ୍ରି — ଏକ କାର୍ଯ୍ୟକୁ ଦୁଇଥର କରିବା — To do a thing twice; to go over twice
  • ଦେ. କ୍ରି — କୌଣସି କର୍ମକୁ ଦ୍ୱିତୀୟଥର କରିବା; ପୁନର୍ବାର କରିବା — To do a thing for the second time
  • ଦେ. କ୍ରି — ଦ୍ୱିରାବୃତ୍ତି କରିବା; ପୁନର୍ବାର କହିବା — To repeat a matter