ଦୋକଲା Dokalā

  • ଦେ. ବିଣ. (ସଂ. ଦ୍ୱିକଳ; ତୁଳ. ସଂ. ଏକଳ; ଓ ଏକଲା= ଏକାକୀ) — ଯାହା ସଙ୍ଗେ ଦ୍ୱିତୀୟ ବ୍ୟକ୍ତି ଥାଏ — Having a second parson in company accompanied by another parson