ଦେବ Deba
- ସଂ. ବି. ପୁଂ (ଦିବ୍ ଧାତୁ=କ୍ରୀଡ଼ାକରିବା+କର୍ତ୍ତୃ. ଅ; ଯେ ସର୍ବତ୍ର କ୍ରୀଡ଼ା ବା ବିଚରଣ କରନ୍ତି; ତୁଳ. ଏହି ଅର୍ଥରେ ଫ୍ରେଞ୍ଚ—ଡେଇଟେ; ପ୍ରୁସିୟ—ଡେଇଟାଟ୍; ସ୍ପେନୀୟ— ଡେଇଡାଡ୍; ଇଟାଲୀୟ—ଡେଇଟା; ଲାଟିନ୍—ଡେଇଟାସ୍; ଜର୍ମାନ୍—ଡେଇଡେଡ୍; ଲିଥନୀୟ—ଦେବସ୍; ଇଂରାଜୀ —ଡେଇଟୀ; ଫା—ଦାବର୍=ଈଶ୍ୱର; ଜ୍ଞାନେନ୍ଦ୍ର) — ଈଶ୍ୱର — God
- ସଂ. ବି. ପୁଂ (ଦିବ୍ ଧାତୁ=କ୍ରୀଡ଼ାକରିବା+କର୍ତ୍ତୃ. ଅ; ଯେ ସର୍ବତ୍ର କ୍ରୀଡ଼ା ବା ବିଚରଣ କରନ୍ତି; ତୁଳ. ଏହି ଅର୍ଥରେ ଫ୍ରେଞ୍ଚ—ଡେଇଟେ; ପ୍ରୁସିୟ—ଡେଇଟାଟ୍; ସ୍ପେନୀୟ— ଡେଇଡାଡ୍; ଇଟାଲୀୟ—ଡେଇଟା; ଲାଟିନ୍—ଡେଇଟାସ୍; ଜର୍ମାନ୍—ଡେଇଡେଡ୍; ଲିଥନୀୟ—ଦେବସ୍; ଇଂରାଜୀ —ଡେଇଟୀ; ଫା—ଦାବର୍=ଈଶ୍ୱର; ଜ୍ଞାନେନ୍ଦ୍ର) — ଦେବତା; ସ୍ୱର୍ଗବାସୀ — Deity; heavenly Being; Divinity
- ସଂ. ବି. ପୁଂ (ଦିବ୍ ଧାତୁ=କ୍ରୀଡ଼ାକରିବା+କର୍ତ୍ତୃ. ଅ; ଯେ ସର୍ବତ୍ର କ୍ରୀଡ଼ା ବା ବିଚରଣ କରନ୍ତି; ତୁଳ. ଏହି ଅର୍ଥରେ ଫ୍ରେଞ୍ଚ—ଡେଇଟେ; ପ୍ରୁସିୟ—ଡେଇଟାଟ୍; ସ୍ପେନୀୟ— ଡେଇଡାଡ୍; ଇଟାଲୀୟ—ଡେଇଟା; ଲାଟିନ୍—ଡେଇଟାସ୍; ଜର୍ମାନ୍—ଡେଇଡେଡ୍; ଲିଥନୀୟ—ଦେବସ୍; ଇଂରାଜୀ —ଡେଇଟୀ; ଫା—ଦାବର୍=ଈଶ୍ୱର; ଜ୍ଞାନେନ୍ଦ୍ର) — [ଦ୍ର—ଦେବତା ତଳେ ନୋଟ ଦେଖ।]
- ସଂ. ବି. ପୁଂ (ଦିବ୍ ଧାତୁ=କ୍ରୀଡ଼ାକରିବା+କର୍ତ୍ତୃ. ଅ; ଯେ ସର୍ବତ୍ର କ୍ରୀଡ଼ା ବା ବିଚରଣ କରନ୍ତି; ତୁଳ. ଏହି ଅର୍ଥରେ ଫ୍ରେଞ୍ଚ—ଡେଇଟେ; ପ୍ରୁସିୟ—ଡେଇଟାଟ୍; ସ୍ପେନୀୟ— ଡେଇଡାଡ୍; ଇଟାଲୀୟ—ଡେଇଟା; ଲାଟିନ୍—ଡେଇଟାସ୍; ଜର୍ମାନ୍—ଡେଇଡେଡ୍; ଲିଥନୀୟ—ଦେବସ୍; ଇଂରାଜୀ —ଡେଇଟୀ; ଫା—ଦାବର୍=ଈଶ୍ୱର; ଜ୍ଞାନେନ୍ଦ୍ର) — ବ୍ରାହ୍ମଣ — A Brāhmaṇa
- ସଂ. ବି. ପୁଂ (ଦିବ୍ ଧାତୁ=କ୍ରୀଡ଼ାକରିବା+କର୍ତ୍ତୃ. ଅ; ଯେ ସର୍ବତ୍ର କ୍ରୀଡ଼ା ବା ବିଚରଣ କରନ୍ତି; ତୁଳ. ଏହି ଅର୍ଥରେ ଫ୍ରେଞ୍ଚ—ଡେଇଟେ; ପ୍ରୁସିୟ—ଡେଇଟାଟ୍; ସ୍ପେନୀୟ— ଡେଇଡାଡ୍; ଇଟାଲୀୟ—ଡେଇଟା; ଲାଟିନ୍—ଡେଇଟାସ୍; ଜର୍ମାନ୍—ଡେଇଡେଡ୍; ଲିଥନୀୟ—ଦେବସ୍; ଇଂରାଜୀ —ଡେଇଟୀ; ଫା—ଦାବର୍=ଈଶ୍ୱର; ଜ୍ଞାନେନ୍ଦ୍ର) — ଦେବଶର୍ମା; ବ୍ରାହ୍ମଣଙ୍କର ଉପାଧି ( ଏ ଉପାଧି ସାଧାରଣତଃ ବ୍ରାହ୍ମଣଙ୍କ ନାମ ପରେ ଯୁକ୍ତ ହୁଏ, ଯଥା—ନୀଳମଣି ଦେବ — A title of Brāhmaṇas
- ସଂ. ବି. ପୁଂ (ଦିବ୍ ଧାତୁ=କ୍ରୀଡ଼ାକରିବା+କର୍ତ୍ତୃ. ଅ; ଯେ ସର୍ବତ୍ର କ୍ରୀଡ଼ା ବା ବିଚରଣ କରନ୍ତି; ତୁଳ. ଏହି ଅର୍ଥରେ ଫ୍ରେଞ୍ଚ—ଡେଇଟେ; ପ୍ରୁସିୟ—ଡେଇଟାଟ୍; ସ୍ପେନୀୟ— ଡେଇଡାଡ୍; ଇଟାଲୀୟ—ଡେଇଟା; ଲାଟିନ୍—ଡେଇଟାସ୍; ଜର୍ମାନ୍—ଡେଇଡେଡ୍; ଲିଥନୀୟ—ଦେବସ୍; ଇଂରାଜୀ —ଡେଇଟୀ; ଫା—ଦାବର୍=ଈଶ୍ୱର; ଜ୍ଞାନେନ୍ଦ୍ର) — ରାଜା — A king
- ସଂ. ବି. ପୁଂ (ଦିବ୍ ଧାତୁ=କ୍ରୀଡ଼ାକରିବା+କର୍ତ୍ତୃ. ଅ; ଯେ ସର୍ବତ୍ର କ୍ରୀଡ଼ା ବା ବିଚରଣ କରନ୍ତି; ତୁଳ. ଏହି ଅର୍ଥରେ ଫ୍ରେଞ୍ଚ—ଡେଇଟେ; ପ୍ରୁସିୟ—ଡେଇଟାଟ୍; ସ୍ପେନୀୟ— ଡେଇଡାଡ୍; ଇଟାଲୀୟ—ଡେଇଟା; ଲାଟିନ୍—ଡେଇଟାସ୍; ଜର୍ମାନ୍—ଡେଇଡେଡ୍; ଲିଥନୀୟ—ଦେବସ୍; ଇଂରାଜୀ —ଡେଇଟୀ; ଫା—ଦାବର୍=ଈଶ୍ୱର; ଜ୍ଞାନେନ୍ଦ୍ର) — ଦେଓ; ରାଜାଙ୍କ ଉପାଧି — Title of kings
- ସଂ. ବି. ପୁଂ (ଦିବ୍ ଧାତୁ=କ୍ରୀଡ଼ାକରିବା+କର୍ତ୍ତୃ. ଅ; ଯେ ସର୍ବତ୍ର କ୍ରୀଡ଼ା ବା ବିଚରଣ କରନ୍ତି; ତୁଳ. ଏହି ଅର୍ଥରେ ଫ୍ରେଞ୍ଚ—ଡେଇଟେ; ପ୍ରୁସିୟ—ଡେଇଟାଟ୍; ସ୍ପେନୀୟ— ଡେଇଡାଡ୍; ଇଟାଲୀୟ—ଡେଇଟା; ଲାଟିନ୍—ଡେଇଟାସ୍; ଜର୍ମାନ୍—ଡେଇଡେଡ୍; ଲିଥନୀୟ—ଦେବସ୍; ଇଂରାଜୀ —ଡେଇଟୀ; ଫା—ଦାବର୍=ଈଶ୍ୱର; ଜ୍ଞାନେନ୍ଦ୍ର) — ପ୍ରଭୁ; ସ୍ୱାମୀ — Lord; master
- ସଂ. ବି. ପୁଂ (ଦିବ୍ ଧାତୁ=କ୍ରୀଡ଼ାକରିବା+କର୍ତ୍ତୃ. ଅ; ଯେ ସର୍ବତ୍ର କ୍ରୀଡ଼ା ବା ବିଚରଣ କରନ୍ତି; ତୁଳ. ଏହି ଅର୍ଥରେ ଫ୍ରେଞ୍ଚ—ଡେଇଟେ; ପ୍ରୁସିୟ—ଡେଇଟାଟ୍; ସ୍ପେନୀୟ— ଡେଇଡାଡ୍; ଇଟାଲୀୟ—ଡେଇଟା; ଲାଟିନ୍—ଡେଇଟାସ୍; ଜର୍ମାନ୍—ଡେଇଡେଡ୍; ଲିଥନୀୟ—ଦେବସ୍; ଇଂରାଜୀ —ଡେଇଟୀ; ଫା—ଦାବର୍=ଈଶ୍ୱର; ଜ୍ଞାନେନ୍ଦ୍ର) — (ଭକ୍ତି ଓ ସମ୍ମାନସୂଚକ) ଦେବତାଙ୍କ ପରି ପୂଜ୍ୟ ବ୍ଯକ୍ତି; ଗୁରୁଜନ — One's elder; a revered man (e.g. one's preceptor)
- ସଂ. ବି. ପୁଂ (ଦିବ୍ ଧାତୁ=କ୍ରୀଡ଼ାକରିବା+କର୍ତ୍ତୃ. ଅ; ଯେ ସର୍ବତ୍ର କ୍ରୀଡ଼ା ବା ବିଚରଣ କରନ୍ତି; ତୁଳ. ଏହି ଅର୍ଥରେ ଫ୍ରେଞ୍ଚ—ଡେଇଟେ; ପ୍ରୁସିୟ—ଡେଇଟାଟ୍; ସ୍ପେନୀୟ— ଡେଇଡାଡ୍; ଇଟାଲୀୟ—ଡେଇଟା; ଲାଟିନ୍—ଡେଇଟାସ୍; ଜର୍ମାନ୍—ଡେଇଡେଡ୍; ଲିଥନୀୟ—ଦେବସ୍; ଇଂରାଜୀ —ଡେଇଟୀ; ଫା—ଦାବର୍=ଈଶ୍ୱର; ଜ୍ଞାନେନ୍ଦ୍ର) — (ଯଥା—ଗୁରୁଦେବ; ପିତୃଦେବ।)
- ସଂ. ବି. ପୁଂ (ଦିବ୍ ଧାତୁ=କ୍ରୀଡ଼ାକରିବା+କର୍ତ୍ତୃ. ଅ; ଯେ ସର୍ବତ୍ର କ୍ରୀଡ଼ା ବା ବିଚରଣ କରନ୍ତି; ତୁଳ. ଏହି ଅର୍ଥରେ ଫ୍ରେଞ୍ଚ—ଡେଇଟେ; ପ୍ରୁସିୟ—ଡେଇଟାଟ୍; ସ୍ପେନୀୟ— ଡେଇଡାଡ୍; ଇଟାଲୀୟ—ଡେଇଟା; ଲାଟିନ୍—ଡେଇଟାସ୍; ଜର୍ମାନ୍—ଡେଇଡେଡ୍; ଲିଥନୀୟ—ଦେବସ୍; ଇଂରାଜୀ —ଡେଇଟୀ; ଫା—ଦାବର୍=ଈଶ୍ୱର; ଜ୍ଞାନେନ୍ଦ୍ର) — ଦୀପ୍ତି — Brightness
- ସଂ. ବି. ପୁଂ (ଦିବ୍ ଧାତୁ=କ୍ରୀଡ଼ାକରିବା+କର୍ତ୍ତୃ. ଅ; ଯେ ସର୍ବତ୍ର କ୍ରୀଡ଼ା ବା ବିଚରଣ କରନ୍ତି; ତୁଳ. ଏହି ଅର୍ଥରେ ଫ୍ରେଞ୍ଚ—ଡେଇଟେ; ପ୍ରୁସିୟ—ଡେଇଟାଟ୍; ସ୍ପେନୀୟ— ଡେଇଡାଡ୍; ଇଟାଲୀୟ—ଡେଇଟା; ଲାଟିନ୍—ଡେଇଟାସ୍; ଜର୍ମାନ୍—ଡେଇଡେଡ୍; ଲିଥନୀୟ—ଦେବସ୍; ଇଂରାଜୀ —ଡେଇଟୀ; ଫା—ଦାବର୍=ଈଶ୍ୱର; ଜ୍ଞାନେନ୍ଦ୍ର) — ପାରଦ; ପାରା — Mercury