ଦେବ ଉଠାଣ Deba uṭhāṇa

  • ଦେ. ବି. (ସଂ. ଦେବ+ଉତ୍ଥାପନ; ଦେବୋତ୍ଥାନ) — ଉତ୍ଥାପନ ଏକାଦଶୀ (ଦେଖ) — Uthāpana ekādaṡī (See)
  • ଦେ. ବି. (ସଂ. ଦେବ+ଉତ୍ଥାପନ; ଦେବୋତ୍ଥାନ) — ଉତ୍ଥାପନ ଚତୁର୍ଦ୍ଦଶୀ (ଦେଖ) — Uthāpana chaturddaṡī (See)
  • ଦେ. ବି. (ସଂ. ଦେବ+ଉତ୍ଥାପନ; ଦେବୋତ୍ଥାନ) — କାର୍ତ୍ତିକେ ଦେବ ଉଠାଣ। ଜ୍ୟୋତିଷ. ନାୟକଙ୍କ ପାଞ୍ଜି।