ଦେବ କର୍ଦ୍ଦମ Deba karddama

  • ସଂ. ବି. (ମ. ପ. ଲୋ; ଦେବଯୋଗ୍ୟ କର୍ଦ୍ଦମ ତୁଲ୍ୟ ପଦାର୍ଥ) — ଚନ୍ଦନ, ଅଗୁରୁ, କର୍ପୂର ଓ କୁଙ୍କୁମ ମିଶ୍ରିତ ସୁଗନ୍ଧ ଦ୍ରବ୍ୟ — A scent compounded of sandal. aloeswood, camphor etc