ଦେପୂଜା Depūjā
- ପ୍ରାଦେ (ସମ୍ବଲପୁର) ବି — ଗ୍ରାମଦେବୀଙ୍କର ଯେଉଁ ବାର୍ଷିକ ମହୋତ୍ସବରେ ଲୋକେ ଯାଚିଥିବା ବୁକା ବା ବୋଦା— ମାନ ବଳି ଦିଅନ୍ତି — The annual festival held before a village Goddess in which victims are offered
- ପ୍ରାଦେ (ସମ୍ବଲପୁର) ବି — [ଦ୍ର—ଏହି ଉତ୍ସବକୁ ଦେମୂଲ୍ ପୂଜା ବା ପୁଜେଇ କହନ୍ତ।]