ଦେବ କାର୍ୟ୍ୟ Deba kārj̄ya
- ସଂ. ବି. ( 6 ଷ୍ଠୀ ତତ; ଦେବ+କାର୍ଯ୍ୟ) — ଦେବତାଙ୍କ କୃତ କର୍ମ — An act of God
- ସଂ. ବି. ( 6 ଷ୍ଠୀ ତତ; ଦେବ+କାର୍ଯ୍ୟ) — (ମ. ପ. ଲୋ; ଦେବତାଙ୍କ ପ୍ରସାଦାର୍ଥ ଅନୁଷ୍ଠିତ କାର୍ଯ୍ୟ) ଜପ, ଯଜ୍ଞ, ପୂଜା, ଉପାସନା ଆଦି କର୍ମ — Religious rites; the worship of the Deities
- ସଂ. ବି. ( 6 ଷ୍ଠୀ ତତ; ଦେବ+କାର୍ଯ୍ୟ) — (ମ. ପ. ଲୋ) ଦେବତାଙ୍କ ପ୍ରୀତି ନିମନ୍ତେ କୃତ କର୍ମ — An act done to please the Gods