ଦେବତ୍ର Debatra

  • ସଂ. ବିଣ (ଦେବ+ତ୍ରୈ ଧାତୁ=ପାଳନ କରିବା+କର୍ତ୍ତୃ. ଅ) — ଖଞ୍ଜା; ଦେବତାଙ୍କ ସେବା ନିମନ୍ତେ ପ୍ରଦତ୍ତ (ଭୂମି ପ୍ରଭୃତି) — Dedicated to the service of Gods