ଦେବତାଡ଼ Dabatāṟḍ̠a
- ସଂ. ବି — ରାହୁ ଗ୍ରହ — The ascending node
- ସଂ. ବି — ଦେବତାଡ଼ ଭୁଜେ, ଉଦିତ ହେବ କବି ଦୃଷ୍ଟି ଉର୍ଜେ । ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ ।
- ସଂ. ବି — ବାର ବରଷିଆ ଗଛ (ହି. ଶବ୍ଦସାଗର) — Agave
- ସଂ. ବି — ମେଘ (ପ୍ରକୃତିବାଦ) — Cloud
- ସଂ. ବି — ଦେବଦାଳୀ (ଦେଖ) — Debadāḻī (See)
- ସଂ. ବି — ଅଗ୍ନି (ପ୍ରକୃତିବାଦ) — Fire