ଦେବତୀ Debatī

  • ସଂ. ବି. ସ୍ତ୍ରୀ. (ସଂ. ଦେବତା) — ଦେବୀ — Goddess
  • ସଂ. ବି. ସ୍ତ୍ରୀ. (ସଂ. ଦେବତା) — ଏତେ ବୋଲି ମନେ ଭାବି ହୋଇଲେ ବାହାର, ଦେବତୀ ବସିଲେ ହନୁମନ୍ତ କନ୍ଧର । ସାରଳା ମହାଭାରତ, ପୂର୍ବ ଖଣ୍ଡ ।