ଦେବଦତ୍ତ Debadatta
- ସଂ. ବିଣ (ଦେବ+ଦତ୍ତ) — 3 ୟା ତତ୍ ଦେବତାଙ୍କ ଅନୁଗ୍ରହରୁ ପ୍ରାପ୍ତ — 3ୟା ତତ୍ ଦେବତାଙ୍କ ଅନୁଗ୍ରହରୁ ପ୍ରାପ୍ତ—. Given by the Gods
- ସଂ. ବିଣ (ଦେବ+ଦତ୍ତ) — ( 4 ର୍ଥୀ ତତ୍)—ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ — (4ର୍ଥୀ ତତ୍)—ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ— . Given or dedicated to the Gods
- ସଂ. ବିଣ (ଦେବ+ଦତ୍ତ) — ଅର୍ଜୁନଙ୍କ ଶଙ୍ଖ — Name of Arjuna's conch
- ସଂ. ବିଣ (ଦେବ+ଦତ୍ତ) — ଦେବତାମାନେ ମୋତେ ଦେବାରୁ ଶଙ୍ଖ, ଦେବଦତ୍ତ ନାମ ଯାହାର ନରଶିଖ—କୃଷ୍ଣସିଂହ ମହାଭାରତ. ବନ ।
- ସଂ. ବିଣ (ଦେବ+ଦତ୍ତ) — ଶରୀରସ୍ଥ ବାୟୁବିଶେଷ (ଏଥିଯୋଗୁଁ ମନୁଷ୍ୟ ହାଇ ମାରେ) — One of the vital airs of the body
- ସଂ. ବିଣ (ଦେବ+ଦତ୍ତ) — ଅଷ୍ଟକୁଳ ନାଗମାନଙ୍କ ମଧ୍ୟରୁ ଏକ — Name of one of the eight mythological serpents of the quarters of the globe
- ସଂ. ବିଣ (ଦେବ+ଦତ୍ତ) — ବୁଦ୍ଧଦେବଙ୍କ ଖୁଡ଼ୁତାପୁଅ ଭାଇ ରାଜକୁମାର — Name of a prince, cousin of the Buddha
- ସଂ. ବିଣ (ଦେବ+ଦତ୍ତ) — [ଦ୍ର—ଏ ବାଲ୍ୟକାଳରେ ବୁଦ୍ଧଙ୍କ ସଙ୍ଗେ ଲାଳିତପାଳିତ ହୋଇଥିଲେ । କିନ୍ତୁ ପରେ ତାଙ୍କ ପ୍ରତି ବିଶେଷ ଶତ୍ରୁତା କରି ଅକୃତକାର୍ଯ୍ୟ ହୋଇଥିଲେ—ହି. ଶବ୍ଦସାଗର ।]