ଦେବଦଳନ Debadaḻana

  • ଦେ. ବି. (ନାମ) — ଇନ୍ଦ୍ରଜିତର ରଥ — Name of Indrajita's car
  • ଦେ. ବି. (ନାମ) — ବିପତ୍ତି ସେ ବିମାନ ମାନବଶେ ଦେବଦଳନ ଖ୍ୟାତି ସେ । ଭଞ୍ଜ. ବୈଦେହୀଶବିଳାସ ।
  • ଦେ. ବି. (ନାମ) — [ଦ୍ର—ଇନ୍ଦ୍ରଜିତ ବର ପ୍ରଭାବରୁ ନିକୁମ୍ଭିଲା ବଟ ତଳେ ବସି ତପସ୍ୟା କରି ସାରିଲା ପରେ ଯଜ୍ଞକୁଣ୍ଡରୁ ଏହି ରଥ ବାହାରି ଥିଲା । ଏହି ରଥରେ ଚଢି ଯୁଦ୍ଧ କରି ସେ ସମସ୍ତଙ୍କୁ ପରାଜୟ କରି ପାରୁଥିଲା ।]
  • ଦେ. ବି. (ନାମ) — ଦେବୀରଥ (ଦେଖ) — Debīratha (See)