ଦୃଢ଼ଲୋମା Dṛuṟḍ̠ẖalomā

  • ସଂ. ବିଣ (ବହୁବ୍ରୀହି; ଦୃଢ଼+ଲୋମନ୍) — ଖରଲୋମଶ; କର୍କଶ ଲୋମଯୁକ୍ତ; ଟାଆଁସା ବାଳୁଆ — Having tough or wiry hairs
  • ବି — ଶୂକର; ବରାହ; ବାର୍ହା — Hog; pig; boar