ଦୃଢ଼ମୁଷ୍ଟି Dṛuṟḍ̠ẖa mushṭi

  • ସଂ. ବି (କର୍ମଧା; ଦୃଢ଼ା+ମୁଷ୍ଟି) — ବଦ୍ଧମୁଷ୍ଟି; ଦୃଢ଼ଭାବରେ ଆବଦ୍ଧ ବା ଭିଡ଼ାହୋଇଥିବା ମୁଠା — Tight fist
  • ସଂ. ବି (କର୍ମଧା; ଦୃଢ଼ା+ମୁଷ୍ଟି) — (ବହୁବ୍ରୀହି) ମୁଠାଥିବା ଅସ୍ତ୍ର — Hilted weapon
  • ବିଣ — ଯେ ନିଜର ମୁଠାକୁ ଟାଣ କରିଥାଏ — Tight-fisted
  • ବିଣ — କୃପଣ; ବ୍ଯୟକୁଣ୍ଠ — Miserly; close-fisted; niggardly
  • ବିଣ — ଯେଉଁ ଅସ୍ତ୍ରାଦିକୁ ଧରିବା ନିମନ୍ତେ ମୁଠାକୁ ଟାଣ କରିବା ଦରକାର — Hilted (weapon); requiring to be held tightly