ଦୃଢ଼ରଙ୍ଗା Dṛuṟḍ̠ẖaraṅgā

  • ସଂ. ବି (ବହୁବ୍ରୀହି; ଦୃଢ଼+ରଙ୍ଗ+ଆ; ଏଥିର ପ୍ରୟୋଗରେ ବସ୍ତ୍ରାଦିର ରଙ୍ଗ ପକ୍କା ହୁଏ) — ଫିଟିକିରି (ହି. ଶବ୍ଦସାଗର) — Alum