ଦୃଢ଼ାୟୁଧ Dṛuṟḍ̠ẖāyudha

  • ସଂ. ବିଣ (ବହୁବ୍ରୀହି; ଦୃଢ଼+ଆୟୁଧ) — ଯାହାର ଆୟୁଧ ଅତିଶୟ ଦୃଢ଼ — Having a strong and invincible Weapon
  • ବି — ଶୂଳପାଣି; ପିନାକୀ; ମହାଦେବ — God Ṡiba
  • ବି — ଧୃତରାଷ୍ଟ୍ରଙ୍କ ଏକପୁତ୍ର — Name of a son of Dhṛutarāshṭra