ଦୃଢ଼ଭୂମି Dṛuṟḍ̠ẖa bhūmi

  • ସଂ. ବି (କର୍ମଧା; ଦୃଢ଼+ଭୂମି) — କଠିନ ଜମି; ଟାଣ ମାଟି — Hard soil
  • ସଂ. ବି (କର୍ମଧା; ଦୃଢ଼+ଭୂମି) — ଯୋଗଶାସ୍ତ୍ରରେ ମନକୁ ଏକାଗ୍ର ବା ସ୍ଥିର କରିବାର ଅଭ୍ୟାସ — The habit of concentrating one's attention during J̄oga exercise
  • ସଂ. ବି (କର୍ମଧା; ଦୃଢ଼+ଭୂମି) — [ଦ୍ର—ଏହା ସାଧନ କରିବା ବ୍ଯକ୍ତିର ମନ ଅବିଚଳିତ ହୁଏ ଓ ଏ ଅବସ୍ଥା ପ୍ରାପ୍ତ ହେଲେ ଶୀଘ୍ର ବୈରାଗ୍ୟ ଜନ୍ମେ— ହି. ଶବ୍ଦସାଗର ।]