ଦୃଢ଼ବର୍ମା Dṛuṟḍ̠ẖa barmā

  • ସଂ. ବିଣ (ବହୁବ୍ରୀହି; ଦୃଢ଼+ବର୍ମ୍ମନ୍) — ଯାହାର ବର୍ମ ବା ଅଙ୍ଗାବରଣ ଖୁବ୍ ଶକ୍ତ ବା ଅଭେଦ୍ୟ — Having a hard armour or coating
  • ସଂ. ବିଣ (ବହୁବ୍ରୀହି; ଦୃଢ଼+ବର୍ମ୍ମନ୍) — ଯେଉଁ ଜନ୍ତୁମାନଙ୍କ ଉପର ଆବରଣ ଟାଣୁଆ — Of tough hide; crustaceous