ଦୃଢ଼ ଭାଜକ Dṛuṟḍ̠ẖa bhājaka

  • ସଂ. ବି (ଗଣିତ ପରିଭାଷା) — ଯେଉଁ ସଂଖ୍ୟାଦ୍ୱାରା ଅନ୍ଯ ସଂଖ୍ୟାକୁ ଭାଗ କରାଗଲେ ଫଳ କିଛି ରହେ ନାହିଁ — (Arithmetic) A number which divides another number without leaving any remainder