ଦୃଢ଼କାଣ୍ଡ Dṛuḍ̠ẖa kāṇḍa

  • ସଂ. ବି. (ବହୁବ୍ରୀହି; ଦୃଢ଼+କାଣ୍ଡ) — ବାଉଁଶ — The bamboo
  • ସଂ. ବି. (ବହୁବ୍ରୀହି; ଦୃଢ଼+କାଣ୍ଡ) — ରୋହିସ ତୃଣ — A kind of grass
  • ସଂ. ବିଣ — ଯାହାର କାଣ୍ଡ ଦୃଢ଼ — Of strong stem