ଦୃଢ଼ ବାକ୍ୟ Dṛuṟḍ̲ẖa bākya

  • ସଂ. ବି (କର୍ମଧା; ଦୃଢ଼+ବାକ୍ୟ) — ଅଟଳ ବଚନ; ଅବିଚଳିତ କଥା — Words or promise which will not change
  • ବିଣ — ଦୃଢ଼ବାଦୀ (ଦେଖ) — Dṛuṟḍ̠ẖẖabādī (See)