ଦୃଢ଼ ହସ୍ତ Dṛuṟḍ̠ẖa hasta

  • ସଂ. ବିଣ. ପୁଂ (ବହୁବ୍ରୀହି; ଦୃଢ଼+ହସ୍ତ) — ଯେଉଁ ବ୍ଯକ୍ତି ହତିଆର ଆଦିକୁ ଦୃଢ଼ରୂପେ ଧରିପାରେ — (a person) Holding weapons with a tight grip
  • ସଂ. ବି. — ଧୃତରାଷ୍ଟ୍ରଙ୍କ ଏକପୁତ୍ର — Name of a son of Dhṛutarāshṭra