ଦୃଢ଼ ବ୍ରତ Dṛuṟḍ̠ẖa brata
- ସଂ. ବି (କର୍ମଧା; ଦୃଢ+ବ୍ରତ) — ଯେଉଁ ବ୍ରତ ବା ପ୍ରତିଜ୍ଞା ଅଲଙ୍ଘ୍ୟ — Firm resolve or vow
- ସଂ. ବି (କର୍ମଧା; ଦୃଢ+ବ୍ରତ) — ଅଧ୍ୟବସାୟ — Perseverance
- ସଂ. ବି (କର୍ମଧା; ଦୃଢ+ବ୍ରତ) — କଠୋର ତପଃସାଧନ — Inviolable penance
- ବିଣ. ପୁଂ (ବହୁବ୍ରୀହି) — ଅଧ୍ୟବସାୟବିଶିଷ୍ଟ — Persevering
- ବିଣ. ପୁଂ (ବହୁବ୍ରୀହି) — ବ୍ରତପାଳନରେ ଅଟଳ — Strictly adhering to a vow
- ବିଣ. ପୁଂ (ବହୁବ୍ରୀହି) — ଅବଲମ୍ବିତ କାର୍ଯ୍ୟସାଧନାରେ ଦୃଢ଼ଯତ୍ନବିଶିଷ୍ଟ — Persistent; steady and firm in executing an undertaking or carying out a resolve or vow
- ବିଣ. ପୁଂ (ବହୁବ୍ରୀହି) — ସ୍ଥିରସଂକଳ୍ପ — Of fixed resolve