ଦୂରଭେଦୀ Dūrabhedī
- ସଂ. ବିଣ. ପୁଂ (ଦୂର+ଭିଦ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) ଦୂରସ୍ଥିତ କୌଣସି ଲକ୍ଷ୍ୟ ବସ୍ତୁକୁ ଯେ ଶରଆଦି ଦ୍ୱାରା ବିଦ୍ଧ କରିପାରେ — Able to strike at a target from a long way off; able to pierce a thing with weapons from a long distance
- ସଂ. ବିଣ. ପୁଂ (ଦୂର+ଭିଦ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) ଦୂରବର୍ତ୍ତୀ ବସ୍ତୁକୁ ଭେଦ କରି ପାରୁଥିବା (ଶର) — (missile) Striking at a target from far
- ବି — ଶର; ବାଣ — An arrow
- ବି — ବନ୍ଧୁକ — A gun