ଦୂରବୀକ୍ଷଣ Dūrabīshaṇa

  • ସଂ. ବି (ଦୂର+ବି+ଇକ୍ଷ୍ ଧାତୁ=ଦେଖିବା+କରଣ. ଅନ) ଦୂରବୀନ୍; ଯେଉଁ ବୈଜ୍ଞାନିକ ଯନ୍ତ୍ର ଦ୍ୱାରା ଦୂରସ୍ଥ ପଦାର୍ଥମାନ ନିକଟବର୍ତ୍ତୀ ପରି ଦେଖାଯାଏ — Telescope; a spying glass