ଦୁରାଳାପ Durāḻāpa

  • ସଂ. ବି. (କର୍ମଧା; ଦୁର୍+ଆଳାପ=ବାକ୍ୟ) — ଦୁଷ୍ଟ ବାକ୍ୟ — Evil talk
  • ସଂ. ବି. (କର୍ମଧା; ଦୁର୍+ଆଳାପ=ବାକ୍ୟ) — କୁବାକ୍ୟ; ଗାଳି — Abuse; ill names; harsh words; scurrillous language
  • ବିଣ. ପୁଂ — ଦୁରାଳାପୀ (ଦେଖ) — Durāḻāpī (See)