ଦୁରାଶୟୀ Durāṣayī

  • ସଂ. ବିଣ. ପୁଂ (ଦୁର+ଆଶୟ+ଇନ୍. 1 ମା. 1 ବ) — କୁ ଅଭିଳାଷୀ; ଦୁରଭିସନ୍ଧିବିଶିଷ୍ଟ — Evil minded; evil intensioned; malicious
  • ସଂ. ବିଣ. ପୁଂ (ଦୁର+ଆଶୟ+ଇନ୍. 1 ମା. 1 ବ) — ଦୁରାକାଂକ୍ଷୀ — Ambitious