ଦୁରାଶୟ Durāṣaya

  • ସଂ. ବି. (କର୍ମଧା; ଦୁର୍+ଆଶୟ) — ମନ୍ଦ ଉଦ୍ଯେଶ୍ୟ; ଦୁରଭିସନ୍ଧି — Evil intensions
  • ସଂ. ବି. (କର୍ମଧା; ଦୁର୍+ଆଶୟ) — ଦୁରାକାଂକ୍ଷା — Ambition
  • ବିଣ — ଯାହାର ଉଦେଶ୍ୟ ମନ୍ଦ; ଦୁଷ୍ଟ ଅଭିଳାଷ ଯୁକ୍ତ — Evil-intensioned