ଦୁରାରୋହ Durāroha

  • ସଂ. ବିଣ (ବହୁବ୍ରୀହି; ଦୁର୍+ଆରୋହ) — ଯାହା, ଉପରେ ଅତି କଷ୍ଟରେ ଆରୋହଣ କରାଯାଇପାରେ — Hard or difficult to climb; insurmountable; inaccessible
  • ସଂ. ବିଣ (ବହୁବ୍ରୀହି; ଦୁର୍+ଆରୋହ) — ଅତି ଉଚ୍ଚ ଓ ଢାଲୁଆ — Very high and steep
  • ସଂ. ବି — ତାଳଗଛ (ହି. ଶବ୍ଦସାଗର) — Palm tree