ଦୀଖିତ Dīkhita

  • ଦେ. ବି. (ସଂ. ଦୀକ୍ଷିତ) — ଯାଜ୍ଞିକ ବ୍ରାହ୍ମଣଙ୍କ ବଂଶୋପାଧି ବିଶେଷ — A family title of Brahmans who or whose ancestor have performed vedic sacrifices
  • ଦେ. ବି. (ସଂ. ଦୀକ୍ଷିତ) — ପଣ୍ଡା (ଦେବଳକ) ମାନଙ୍କର ବଂଶୋପାଧି ବିଶେଷ — The family title of a sect of Paṇḍā Brāhmaṇas engaged in the service of idols