ଦୀକ୍ଷିତା Dīkshitā

  • ସଂ. ବିଣ.ସ୍ତ୍ରୀ (ଦୀକ୍ଷିତ+ସ୍ତ୍ରୀ. ଆ) — ଦୀକ୍ଷିତର ସ୍ତ୍ରୀ ଲିଙ୍ଗ — Feminine of Dīkshita
  • ସଂ. ବିଣ. ପୁଂ. (ଦୀକ୍ଷ୍ ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ଯେ ଦୀକ୍ଷା ଦିଅନ୍ତି — Initiating a disciple
  • ସଂ. ବି. ପୁଂ. — ମନ୍ତ୍ରଗୁରୁ — Spiritual preceptor