ଦୀନ Dīna

  • ସଂ. ବିଣ. ପୁଂ. (ଦୀ ଧାତୁ କ୍ଷୟ ପାଇବା+କର୍ତ୍ତୃ. ତ) — ଦରିଦ୍ର; ଗରିବ; ଅର୍ଥହୀନ — Poor; indigent; penniless
  • ସଂ. ବିଣ. ପୁଂ. (ଦୀ ଧାତୁ କ୍ଷୟ ପାଇବା+କର୍ତ୍ତୃ. ତ) — ଅଭାବ ଗ୍ରସ୍ତ — Needy; destitute
  • ସଂ. ବିଣ. ପୁଂ. (ଦୀ ଧାତୁ କ୍ଷୟ ପାଇବା+କର୍ତ୍ତୃ. ତ) — କାତର — Perplexed; afflicted
  • ସଂ. ବିଣ. ପୁଂ. (ଦୀ ଧାତୁ କ୍ଷୟ ପାଇବା+କର୍ତ୍ତୃ. ତ) — ଶ୍ରମେ ଏକଦିନ ଦୀନ ନିଦେ ଅଚେତନ ବନଜାକ୍ଷୀକି ଦୁଃଖଭାଜନ ଜନ । ଉପେନ୍ଦ୍ର ଭଞ୍ଜ. ପ୍ରେମସୁଧାନିଧି ।
  • ସଂ. ବିଣ. ପୁଂ. (ଦୀ ଧାତୁ କ୍ଷୟ ପାଇବା+କର୍ତ୍ତୃ. ତ) — ଶୋଚ୍ୟ — Pitiable
  • ସଂ. ବିଣ. ପୁଂ. (ଦୀ ଧାତୁ କ୍ଷୟ ପାଇବା+କର୍ତ୍ତୃ. ତ) — ଦୁଃଖିତ; ବ୍ୟଥିତ — Sorry, grieved; melancholy
  • ସଂ. ବିଣ. ପୁଂ. (ଦୀ ଧାତୁ କ୍ଷୟ ପାଇବା+କର୍ତ୍ତୃ. ତ) — ହୀନ — Deficient; wretched; lowly
  • ସଂ. ବିଣ. ପୁଂ. (ଦୀ ଧାତୁ କ୍ଷୟ ପାଇବା+କର୍ତ୍ତୃ. ତ) — କ୍ଷୁବ୍ଧ; ସନ୍ତପ୍ତ; ବ୍ୟାକୁଳ — Distressed; agitated
  • ସଂ. ବିଣ. ପୁଂ. (ଦୀ ଧାତୁ କ୍ଷୟ ପାଇବା+କର୍ତ୍ତୃ. ତ) — ତ୍ରସ୍ତ; ଭୀତ — Afraid; frightened; timid
  • ସଂ. ବିଣ. ପୁଂ. (ଦୀ ଧାତୁ କ୍ଷୟ ପାଇବା+କର୍ତ୍ତୃ. ତ) — କୃଶ — Thin
  • ସଂ. ବିଣ. ପୁଂ. (ଦୀ ଧାତୁ କ୍ଷୟ ପାଇବା+କର୍ତ୍ତୃ. ତ) — କ୍ଷୟପ୍ରାପ୍ତ — Decayed; fallen into decay
  • ସଂ. ବିଣ. ପୁଂ. (ଦୀ ଧାତୁ କ୍ଷୟ ପାଇବା+କର୍ତ୍ତୃ. ତ) — ବିନୀତ; ଅତିଶୟ ନମ୍ର — Very humble