ଦୀକ୍ଷାନ୍ତ Dīkshānta

  • ସଂ. ବି—(ଦୀକ୍ଷା=ଯଜ୍ଞ+ଅନ୍ତ=ସମାପନ) — ଅବଭୃଥ; ସମ୍ଭାବିତ ନ୍ୟୂନତା ପରିହାର ପାଇଁ ଯେଉଁ ଯଜ୍ଞ କରି ପ୍ରଧାନ ଯଜ୍ଞ ସମାପନ କରାଯାଏ — A supplimentary sacrifice done to atone for the defects of the principal sacrifice