ଦୀଘି Dīghi

  • ଦେ. ବି. (ସଂ. ଦୀର୍ଘିକା) — ବଡ଼ ପୋଖରୀ — A big tank
  • ଦେ. ବି. (ସଂ. ଦୀର୍ଘିକା) — କାଳୀୟ ଖୋଜିଲା ଅନେକ, ଗଭୀର ଜଳ ଦୀଘି ପାଖ । ଜଗନ୍ନାଥ. ଭାଗବତ ।