ଦିମାକି Dimāki
- ବୈଦେ. ବି. (ଆ. ଦିମାଗ୍) — ପ୍ରତିଭା — Genius
- ବୈଦେ. ବି. (ଆ. ଦିମାଗ୍) — ବୃଦ୍ଧିବୃତ୍ତି — Intellect; brain
- ବୈଦେ. ବି. (ଆ. ଦିମାଗ୍) — ମନର ଭାବ — Mental condition; mentality
- ବୈଦେ. ବି. (ଆ. ଦିମାଗ୍) — ଦର୍ପ; ଗର୍ବ; ଅହଂକାର — Pride; arrogance
- ବୈଦେ. ବି. (ଆ. ଦିମାଗ୍) — ଧୃଷ୍ଟତା — Haughtiness; insubordination
- ବୈଦେ. ବି. (ଆ. ଦିମାଗ୍) — ଅଭିମାନ — Moroseness; sullenness
- ବିଣ. — ଦିମାକିଆ (ଦେଖ) — Dimākiā (See)
- ବିଣ. — [ଦ୍ର—ଓଡିଆରେ ଦିମାକ୍—ମନ୍ଦ ଅର୍ଥରେ ବ୍ଯବହୃତ ହୁଏ]