ଦିମୁଣ୍ଡିଆ Di muṇḍiā
- ଦେ. ବିଣ. (ସଂ. ଦ୍ୱିମୁଣ୍ଡ) — ଦୋମୁଣ୍ଡିଆ; ଯେ ଉଭୟ ପକ୍ଷଙ୍କ ସଙ୍ଗେ ମମତା ରଖେ — One who espouses or is in legue with both sides
- ବି — ଏକ ପ୍ରକାର ସାପ — A kind of serpent; Amphisbaena
- ବି — [ଦ୍ର—ଏହା ଦେଖିବାକୁ ଜିଆ ନାଡ଼ ପରି ଫକ୍କା ନାଲି, ଏହାର କାତି ନ ଥାଏ, ଲମ୍ବରେ 1 ଫୁଟ ପର୍ଯ୍ୟନ୍ତ ବଢ଼େ। ପ୍ରକୃତରେ ଏହାର ଗୋଟିଏ ମୁହଁ, କିନ୍ତୁ ଲାଙ୍ଗୁଡ଼ ମୁହଁ ପରି ମୋଟ ଥିବାରୁ ଲାଙ୍ଗୁଡ଼ ମୁହଁ ପରି ଦେଖାଯାଏ ଓ ଲୋକେ ଭ୍ରମରେ ଏହାର ଦୁଇ ମୁଣ୍ଡ ଥିବାର ବିଚାରନ୍ତି] — [ଦ୍ର—ଏହା ଦେଖିବାକୁ ଜିଆ ନାଡ଼ ପରି ଫକ୍କା ନାଲି, ଏହାର କାତି ନ ଥାଏ, ଲମ୍ବରେ1ଫୁଟ ପର୍ଯ୍ୟନ୍ତ ବଢ଼େ ପ୍ରକୃତରେ ଏହାର ଗୋଟିଏ ମୁହଁ, କିନ୍ତୁ ଲାଙ୍ଗୁଡ଼ ମୁହଁ ପରି ମୋଟ ଥିବାରୁ ଲାଙ୍ଗୁଡ଼ ମୁହଁ ପରି ଦେଖାଯାଏ ଓ ଲୋକେ ଭ୍ରମରେ ଏହାର ଦୁଇ ମୁଣ୍ଡ ଥିବାର ବିଚାରନ୍ତି]