ଦିମାକିଆ Dimākiā

  • ବୈଦେ. ବିଣ (ଫା. ଦମାଗୀ) — ଅହଂକାରୀ; ଗର୍ବୀ — Proud; haughty; arrogant
  • ବୈଦେ. ବିଣ (ଫା. ଦମାଗୀ) — ଅଭିମାନୀ — Sullen
  • ବୈଦେ. ବିଣ (ଫା. ଦମାଗୀ) — ଯେଉଁ ଲୋକର ମନୋଭାବ ଅନ୍ଯ ଲୋକେ ସହଜରେ ବୁଝି ପାରନ୍ତି ନାହିଁ — (a person) Whose mentality or wishes are hard to understand
  • ବୈଦେ. ବିଣ (ଫା. ଦମାଗୀ) — ଜିଗରିଆ; ଜିଦିବାଜ୍ — Headstrong